Advertisement

Full Video-Elina Bhumika Sivani Mo Pain Heleni Tension | Love Expres I Swaraj & Sunmeera

Full Video-Elina Bhumika Sivani Mo Pain Heleni Tension | Love Expres I Swaraj & Sunmeera

Film: Love Express (A Film by Sidharth Music & Sidharth TV)
Releasing: 28th Dec 2018
Starring: Swaraj & Sunmeera
Song : Elina Bhumika Sivani-Hai Ram
Singer : RS Kumar
Lyrics : Dr.Nirmal Nayak
Music : Baidyanath Dash
Music Arranger : Chella
Choreographer : Amit Nayak
Dialogue : Dr.Nirmal Nayak
VFX & Graphics : Binay Sutar
DOP : Pratap Rout
Co Director & Editor : Rajesh Dash
Director : Ramesh Rout
Song Mixing : Sitaram Agrawalla & Swapnajit Sabath
Producer : Sitaram Agrawalls & Namita Agrawalla
Banner & Music Lable : Sidharth Music,Sidharth TV
Song Dub At : Sidharth Studio
Song Dub By : Muna & Bubu
~Song Lyric~
ଆରେ ଏଲିନା, ଭୂମିକା, ଶିବାନୀ, ସୁପ୍ରିୟା
ମୋ ପାଇଁ ହେଲେଣି tension
କିଏ ହବ ମୋର ସୋଣୀ କୁଡିଆ
ମୁଁ କାହା ନାଁ କରିବି mention
ମୁଁ କା’ ସାଥେ କରିବି dating chatting
କା’ ସାଥେ ହବ ମୋ Love setting
ମୁଁ ଭାବୁଚି ହଁ ଭାବୁଚି ଶୁବହଶାମ୍
ହାଏ ରାମ୍,କହିଁ ହୋ ନା ଯାଏ ବଦନାମ୍...
ସବୁ ସୁନ୍ଦରୀଙ୍କ ଦିଲ୍ ଭିତରେ
ମୁଁ ରୋମାନ୍ସ ବାଲା ରିଲ୍
ଭାରି difficult କାହାକୁ ଛାଡିବି
କାହାକୁ କରିବି feel
ବିଦ୍ୟାରାଣ ତାଙ୍କ Bollywood ଛୁଙ୍କ
ହିଲ୍ ପିନ୍ଧା dance
ଯେତେ ଫସେଇଲେ ଫସିବିନି ଜମା
ମନ କହେ no chance...
ମୁଁ ଜାଣେନା କା’ ସାଥେ କରିବି shooting
ଧାଡିରେ କାହାକୁ ରଖିବି waiting
ମୁଁ ଭାବୁଚି ଶୁବହଶାମ୍
ହାଏ ରାମ୍,କହିଁ ହୋ ନା ଯାଏ ବଦନାମ୍...
ଯେତେକ ସୁନ୍ଦରୀ ଆଖିର lense ରେ
ମୋ ସାଥେ ନିଅନ୍ତି selfie
କିଏ କହେ ଆସ caffeରେ ବସିବା
ପିଇବା cold coffee
I am fresh ଟୋକା କରିବିନି ଜମା
second hand Love
ଏବେ ମୁଁ ବୁଝୁଚି ମୋ ପାଇଁ Love
ସବୁଠୁ danger job
ଦିଲ୍ ଲୁଟେରା ମୁଁ କାହା ପାଇଁ ହେବି
ରାତିସାରା କାହା dream ଲୁଟିନେବି
ମୁଁ ଭାବୁଚି ହଁ ଭାବୁଚି ଶୁବହଶାମ୍
ହାଏ ରାମ୍, କହିଁ ହୋ ନା ଯାଏ ବଦନାମ୍...
SET CALLER TUNE
MunPaunathiliSaha
OPERATOR CODES:
"Sidharth TV" ଏବଂ "Sidharth Music" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth TV" ଏବଂ "Sidharth Music" ର YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
Like us on Facebook
#LoveExpress #28thDec #SidharthTV #NamitaAgrawal #OdiaAgana

odia hit song,sarthak,sarthak music,odia film,odia movie,odia hd,sarthak film,odia album,hd,hd 1080,new,latest,odia music,2019,2018,91.9 sarthak fm,jukebox,new odia song,odia non film song,oriya,odia video song,odia song,odia gita,odia gana,odia jatra,odia bhajan,sidharth,sidharth music,sidharth tv,sidharthmusic,sidharthtv,sitaram agrawal,namita agrawal,swaraj,sunmeera,love express,

Post a Comment

0 Comments